ଖେଳିବାକୁ ଡାକି ନେଇ ୫ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ

0
878

ସମ୍ବଲପୁର: ସମ୍ବଲପୁରରେ ଚାଞ୍ଚଲ୍ୟ । ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୧୭ ବର୍ଷର ନାବାଳକ ଅଟକ । ନାବାଳିକାର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମ୍ବଲପୁର ସହର ଖେତରାତପୁର ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା ।

ସୂଚନା ଅନୁସାରେ, ନାବାଳିକାଙ୍କ ବାପାଙ୍କ ଏକ ଦୋକାନ ଅଛି । ଅଭିଯୁକ୍ତ ନାବାଳକ ପ୍ରତିଦିନ ଯିବା ଆସିବା କରି ଅତି ଘନିଷ୍ଠ ହୋଇଥିଲା । ପରେ ନାବାଳକ ଜଣକ ନାବାଳିକା ଓ ତାଙ୍କ ଭାଇଙ୍କୁ ଖେଳିବାକୁ ଯିବାକୁ କହି ଡାକିଥିଲେ । ଏକୁଟିଆର ସୁଯୋଗ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

Also Read  ଆଜି ଓଡ଼ିଶା ଆସୁଛନ୍ତି ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଭବ୍ୟ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି