ବ୍ରିଟିଶ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟ କରୋନା ସଂକ୍ରମିତ

0
891
ବ୍ରିଟିଶ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟ କରୋନା ସଂକ୍ରମିତ
ବ୍ରିଟିଶ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟ କରୋନା ସଂକ୍ରମିତ

ଫେବୃଆରୀ ୨୦
ବ୍ରିଟିଶ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟ କରୋନା ସଂକ୍ରମିତ ହେଇଥିବାର ଜଣାଯାଇଛି I

ରାଣୀ ସାମାନ୍ୟ ଥଣ୍ଡା ଭଳି ଲକ୍ଷଣ ଅନୁଭବ କରୁଛନ୍ତି I କିନ୍ତୁ ଆସନ୍ତା ସପ୍ତାହରେ ୱିଣ୍ଡସରରେ ହାଲୁକା କାର୍ଯ୍ୟ କରିପାରିବେ ବୋଲି ଆଶା ରଖିଛନ୍ତି I

Also Read  ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରାଇରଙ୍ଗପୁର SDJM ଙ୍କ ମୃତ୍ୟୁ