ବ୍ରିଟିଶ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟ କରୋନା ସଂକ୍ରମିତ

0
919
ବ୍ରିଟିଶ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟ କରୋନା ସଂକ୍ରମିତ
ବ୍ରିଟିଶ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟ କରୋନା ସଂକ୍ରମିତ

ଫେବୃଆରୀ ୨୦
ବ୍ରିଟିଶ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟ କରୋନା ସଂକ୍ରମିତ ହେଇଥିବାର ଜଣାଯାଇଛି I

ରାଣୀ ସାମାନ୍ୟ ଥଣ୍ଡା ଭଳି ଲକ୍ଷଣ ଅନୁଭବ କରୁଛନ୍ତି I କିନ୍ତୁ ଆସନ୍ତା ସପ୍ତାହରେ ୱିଣ୍ଡସରରେ ହାଲୁକା କାର୍ଯ୍ୟ କରିପାରିବେ ବୋଲି ଆଶା ରଖିଛନ୍ତି I

Also Read  ରିଲାଏନ୍ସ ଜୁଏଲ୍‌ସ ପକ୍ଷରୁ ସ୍ୱତନ୍ତ୍ର ସମ୍ଭାର ସହିତ ରଜ ପର୍ବ ପାଳନ