ମା ସଲମା ଖାନ ଙ୍କ କୋଳ ରେ ସଲମାନ ଖାନ

0
738
ମା ସଲମା ଖାନ ଙ୍କ କୋଳ ରେ ସଲମାନ ଖାନ
ମା ସଲମା ଖାନ ଙ୍କ କୋଳ ରେ ସଲମାନ ଖାନ

ଫେବୃଆରୀ ୦୯
ବଲିଉଡର ସୁପରଷ୍ଟାର ସଲମାନ ଖାନ ଇଣ୍ଟରନେଟରେ ମାଧ୍ୟମ ରେ ତାଙ୍କ ମା ସଲମା ଖାନଙ୍କ ସହ ଏକ ସୁନ୍ଦର ଚିତ୍ର ସେୟାର କରିଛନ୍ତି।

ସଲମାନ ଏହି ଚିତ୍ରକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି I ଏହି ଫୋଟୋ ଟିରେ ଦେଖାଯାଇଛି ଯେ, ସେ ମା ଙ୍କ କୋଳରେ ବିଶ୍ରାମ କରୁଛନ୍ତି ଏବଂ ଉଭୟ ମା ଓ ପୁଅ କ୍ୟାମେରା ଆଡକୁ ଅନାଇଛନ୍ତି I

ଅଭିନେତ୍ରୀ କ୍ୟାଟ୍ରିନା କୈଫ ଙ୍କ ସହ ସଲମାନ ତାଙ୍କର ଆଗାମୀ ଥ୍ରୀଲର ‘ଟାଇଗର’ ‘ପାଇଁ ସୁଟିଂ ଆରମ୍ଭ କରିଛନ୍ତି। ତାଙ୍କର ପରବର୍ତ୍ତୀ ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ ୨୦୨୩ ରେ ମୁକ୍ତିଲାଭ କରିବା ନେଇ ଯୋଜନା ଚାଲିଛି I

‘କଭି ଇଦ୍ କଭି ଦିୱାଲୀ’ ରେ ସଲମାନଙ୍କୁ ଏକ ନୂତନ ଅବତାରରେ ଉପସ୍ଥାପନ କରାଯିବା ନେଇ ଚିନ୍ତା କରାଯାଉଛି |
ଏଥିରେ ପୂଜା ହେଗଡେ ମଧ୍ୟ ଅଭିନୟ କରୁଛନ୍ତି |

 

Also Read  Always backed filmmakers doing clutter-breaking work: Ayushmann Khuranna