ଯୁବରାଜ ସିଂ ଙ୍କୁ ହରିଆଣା ପୋଲିସ ଗିରଫ କଲେ, ପଚରାଉଚୁରା ପରେ ଜାମିନ ରେ ଛାଡିଦେଲେ

0
727
ଯୁବରାଜ ସିଂ ଙ୍କୁ ହରିଆଣା ପୋଲିସ ଗିରଫ କଲେ, ପଚରାଉଚୁରା ପରେ ଜାମିନ ରେ ଛାଡିଦେଲେ

ଅକ୍ଟୋବର ୧୮

ଯୁବରାଜ ସିଂ ଙ୍କୁ ଗିରଫ କଲେ ହରିଆଣା ପୋଲିସ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ଯୁବରାଜ ସିଂ ଙ୍କୁ ହରିଆଣା ର ହାଂସି ପୋଲିସ ଗିରଫ କରିବା ପରେ ଜାମିନ ରେ ଛାଡି ଦେଇଛନ୍ତି I
ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରତି ଜାତିଆଣ ମନ୍ତବ୍ୟ ଦେଇଥିବା ଅଭିଯୋଗ ରେ ଯୁବରାଜ ଙ୍କ ବିରୁଦ୍ଧ ରେ ଥାନା ରେ ଅଭିଯୋଗ ହେଇଥିଲା I
ସୂଚନା ଅନୁସାରେ, ଯୁବରାଜ ଙ୍କୁ ପୋଲିସ ଗିରଫ କରି ପଚରାଉଚୁରା କରିଥିଲା ଏବଂ ପରେ ବେଲ ରେ ଛାଡି ଦେଇଥିଲା I ତାଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ଼ ସେକ୍ସନ 153A ଏବଂ ସେକ୍ସନ 505 ରେ କେଶ ରୁଜ୍ଜୁ କରାଯାଇଥିଲା I
ଜୁନ ୨୦୨୦ ରେ ଯୁବରାଜ ୟୁଜବେନ୍ଦ୍ର ଚହଲ ପ୍ରତି ଅପମାନଜନକ ଟିପ୍ପଣୀ ଦେଇଥିବାର ଅଭିଯୋଗ ହେଇଥିଲା I

ଭାରତୀୟ ଟିମ ର ଓପନର ରୋହିତ ଶର୍ମା ଙ୍କ ସହ ହେଇଥିବା ଗୋଟିଏ Instagram Live session ଅବସରେ ରେ ଥଟ୍ଟା ରେ ସେ ଏହା କହିଦେଇଥିଲେ ବୋଲି ଜଣାଯାଏ I

Also Read  Yuvi ties the nuptial knot