ରାମପୁର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ୩ ଦିନ ଧରି ଗଣଦୁଷ୍କର୍ମ, ୩ ଅଭିଯୁକ୍ତ ଅଟକ

0
351

ଡୁଙ୍ଗୁରିପାଲି /ଏସ ରାମପୁର: ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ସାରସମାଲ ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଉକ୍ତ ଗ୍ରାମର ୩ ଜଣ ଯୁବକ ୩ ଦିନ ଧରି ବାରମ୍ବାର ଗଣଦୁଷ୍କର୍ମ କରିଥିବା ନେଇ ରାମପୁର ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ପରେ ରାମପୁର ପୁଲିସ ଅଭିଯୁକ୍ତମାନଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁ ଥିବା ଜଣାଯାଇଛି।

Also Read  ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ କଂଗ୍ରେସର ଘୋଷଣା : କିଏ ଏହି ମଞ୍ଜୁ ରଥ ଜାଣନ୍ତୁ... ?