ଲକ୍ଷପତି କଲା ମାଛ; ଜାଲରେ ପଡିଲା ୩୨ କେ.ଜିର ତେଲିଆ ମାଛ, ଏତିକି ଲକ୍ଷରେ ହେଲା ନିଲାମ…

0
192
32-kg-of-teliaa-fish-caught-in-the-net

ଚାନ୍ଦବାଲି: ଲକ୍ଷପତି କଲା ଗୋଟିଏ ମାଛ । ମାଛର ଦାମ ଥିଲା ୩ ଲକ୍ଷ ୧୦ ହଜାର ଟଙ୍କା । ଧାମରା ଚାନ୍ଦିନୀପାଳ ମାଛଧରା ଜେଠିରେ ଏହି ତେଲିଆ ମାଛ ମତ୍ସ୍ୟଜିବୀଙ୍କ ଜାଲରେ ପଡ଼ିଛି। କଲିକତାର ଏକ କମ୍ପାନୀ ଏହି ମାଛକୁ ୩ ଲକ୍ଷ ୧୦ ହଜାର ଟଙ୍କା ମୂଲ୍ୟରେ କିଣିଛି।

ସୂଚନା ଅନୁସାରେ, ଧାମରା ଚନ୍ଦିନୀପାଳ ମତ୍ସ୍ୟ ପୋତାଶ୍ରୟରେ ଆଜି ତାଳଛୁଆ ଅଞ୍ଚଳର ହାପିଜି ଉଲ୍ଲାଙ୍କ ମାଛଧରା ବୋଟରେ ଏକ ୩୨ କେ.ଜି ଓଜନରେ ତେଲିଆ ମାଛ ଧରା ଯାଇଛି l ମାଛ ଧରାଯିବା ପରେ ଏହାକୁ କଲିକତାର ଏକ କମ୍ପାନୀ ୩ ଲକ୍ଷ ୧୦ ହଜାର ଟଙ୍କାରେ କିଣିଛି l ମାଛଟି ଜାଲରେ ପଡ଼ିବା ପରେ ମତ୍ସ୍ୟଜିବୀ ଲକ୍ଷପତି ହୋଇଛନ୍ତି।

Also Read  ଅତି ଆବଶ୍ୟକ ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ

LEAVE A REPLY

Please enter your comment!
Please enter your name here