ଭୁବନେଶ୍ୱର: ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । କ୍ରମାଗତଭାବେ ବଢିଚାଲିଛି ଦୈନିକ ସଂକ୍ରମଣ । ଭୟାନକ ହେଲାଣି ଖୋର୍ଦ୍ଧା ଜିଲ୍ଲାର ସ୍ଥିତି । କୋଭିଡ୍ର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର । ରାଜ୍ୟରେ ଦୈନିକ ସଂକ୍ରମଣ ୫ ଶହ ପାର୍ କଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩୭ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୨୩୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୬୯ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୩୫୦୪ ଜଣ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
Covid-19 Report For 9th July
New Positive Cases: 576
Of which 0-18 years: 69
In quarantine: 337
Local contacts: 239(Details of local contacts will be shared by concerned District)
1. Angul: 1
2. Balasore: 16
3. Bargarh: 2
4. Bhadrak: 6
5. Balangir: 2
6. Boudh: 1— I & PR Department, Odisha (@IPR_Odisha) July 10, 2022
24. Rayagada: 2
25. Sambalpur: 6
26. Sonepur: 20
27. Sundargarh: 42
28. State Pool: 45New recoveries: 344
Cumulative tested: 32229698
Positive: 1293504
Recovered: 1281298
Active cases: 3027— I & PR Department, Odisha (@IPR_Odisha) July 10, 2022