ପତଳା ହେବା ପାଇଁ ଖାଦ୍ୟରେ ବ୍ୟବହାର କରନ୍ତୁ ଏହି ଜିନିଷ, ସଙ୍ଗେ ସଙ୍ଗେ ପକାଇବ ପ୍ରଭାବ

0
591

ଆଜିର ସମୟରେ ସମସ୍ତେ ସୁସ୍ଥ ରହିବା ସହ ପତଳା ହେବା ପାଇଁ ଚାହୁଁଛନ୍ତି । ଆଜିଆମେ ଆପଣଙ୍କୁ ବତେଇବୁ ଏହାର ସହଜ ଉପାୟ।ଭାରତୀୟ ଖାଦ୍ୟରେ ଅନେକ ପ୍ରକାର ମସଲା ବ୍ୟବହାର କରାଯାଇଥାଏ। ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଗୋଲମରିଚ ବହୁଳ ବ୍ୟବହୃତ ହୋଇଥାଏ। ଏହି ମସଲାକୁ ଆପଣ ସମସ୍ତ ପ୍ରକାର ବ୍ୟଞ୍ଜନରେ ବ୍ୟବହାର କରି ପାରିବେ। ଗୋଲମରିଚରେ ଭିଟାମିନ ଏବଂ କ୍ୟାଲ୍‌ସିୟମ ରହିଛି। ଏଥି ସହିତ ଏହା ଫ୍ୟାଟ୍‌ରୁ ମଧ୍ୟ ଛୁଟକାରା ଦେବାରେ ସହାୟକ ହୋଇଥାଏ। ଆଜି ଆମେ କହିବୁ କି, କେମିତି ଆପଣ ଗୋଲମରିଚ ସାହାଯ୍ୟରେ ନିଜର ଓଜନ ହ୍ରାସ କରି ପାରିବେ ଏବଂ କିଭଳି ଭାବେ ନିଜ ଡାଏଟ୍‌ରେ ଏହାକୁ ସାମିଲ କରି ପାରିବେ।

Also Read  ନ୍ୟୁୟର୍କରେ ଫୁଟିଲା ଗୁଳି, ୧୬ ଆହତ