ବିବାହ ବନ୍ଧନରେ ବାନ୍ଧି ହେଲେ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ଵାଳ

0
525

ଗୋପ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ଵାଳ । କୋଣାର୍କ ପୁରୀ ବେଳଭୂମୀ ମାର୍ଗର ଏକ ଘରୋଇ ହୋଟେଲରେ ଗତକାଲି ତାଙ୍କର ବିବାହ ସମ୍ପନ୍ନ ହୋଇଛି।

ସେ କଟକର ଅନନ୍ୟା ପ୍ରିୟଦର୍ଶନୀଙ୍କୁ ବିବାହ କରିଛନ୍ତି। ବାଜା, ବାଣ ରୋଷଣୀ ସହ ବରଯାତ୍ରୀଙ୍କୁ ନେଇ ହୋଟେଲରେ ପହଁଚିବା ପରେ ପରିବାର ଓ ବନ୍ଧୁ ବାନ୍ଧବଙ୍କ ଗହଣରେ ତାଙ୍କର ବିବାହ କାର୍ଯ୍ୟ ସମ୍ପାଦନ ହୋଇଥିବା ସୂଚନା ମିଳିଛି।

Also Read  Ollywood star Minaketan Das suffering from Pancreatic Cancer; critical in Mumbai