ସାମାନ୍ୟ ସମ୍ପତ୍ତି ବିବାଦକୁ ନେଇ ବଡ଼ ଭାଇକୁ ପିଟିପିଟି ମାରିଦେଲେ ବାପା ଓ ପୁଅ

0
473
murder for property

ବୌଦ୍ଧ: ସାମାନ୍ୟ ସମ୍ପତ୍ତି ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୁଣିବାହାଲରେ ବିଭତ୍ସ ହତ୍ୟା। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅତି ବିଭତ୍ସ ଭାବେ ବଡ଼ ଭାଇକୁ ପିଟିପିଟି ମାରିଦେଲେ ବାପା ଓ ପୁଅ। ମୃତକ ହେଲେ ଯୁବରାଜପୁର ଗ୍ରାମର ଝରିଆ ବାରିକ। ଝରିଆଙ୍କୁ ବାପା ସୁବାଷ ବାରିକ ଓ ପୁଅ ଅଶିତ ବାରିକ ବଜାର ଉପରେ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିପିପିଟି ହତ୍ୟା କରିଛନ୍ତି। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଦୁଇ ଅଭିଯୁକ୍ତଙ୍କୁ ବୌଦ୍ଧ ଥାନା ସରସରା ନିକଟରୁ କାବୁ କରିଛି ପୁରୁଣାକଟକ ପୋଲିସ।

Also Read  Pick-Up Van Overturns in Athagarh: 1 Dead, 24 Injured