କୋଟିଆକୁ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗୁପ୍ତ ଗସ୍ତ

0
366

କୋଟିଆ : କୋଟିଆ ହାତେଇବାକୁ ନେଇ ଆନ୍ଧ୍ରର ପୁଣି ନୂଆ ଚାଲାକି। କୋଟିଆରେ ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା। ସରକାରୀ ଅଧିକାରୀଙ୍କ ପରେ ଏବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ କୋଟିଆକୁ ଗୁପ୍ତ ଗସ୍ତ। କୋଟିଆ ତାଡିବାଲସା ଗ୍ରାମକୁ ଗସ୍ତ କରି ଆନ୍ଧ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ଆଲୋଚନା କରିଛନ୍ତି । ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀଙ୍କ କୋଟିଆ ଗସ୍ତକୁ ତୀବ୍ର ବିରୋଧ କରିଛନ୍ତି ପଟାଙ୍ଗି ବିଧାୟକ ପ୍ରିତମ ପାଢ଼ୀ। ସେ କହିଛନ୍ତି ଯେ, ଗୁପ୍ତ ଗସ୍ତ ନକରି ସ୍ପଷ୍ଟ ଦିବାଲୋକରେ ଆସନ୍ତୁ ଉପମୁଖ୍ୟମନ୍ତ୍ରୀ।

Also Read  ଏଣିକି ୧୦୦% ସିଲାବସରେ ହେବ ପାଠପଢା, ନବମ ଓ ଦଶମର ବି ଅନୁଷ୍ଠିତ ହେବ ପ୍ରାକ୍ଟିକାଲ ପରୀକ୍ଷା