ଜୀବନସାରା ନ୍ୟାୟ ପାଇଁ ଲଢ଼ିଲି, ଏବେ ତୁମେ ଜାଗ୍ରତ ହୁଅ

0
192

ପାଟନା: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବିହାରର ଲୋକଙ୍କୁ ଏକ ଭାବପୂର୍ଣ୍ଣ ଅପିଲ କରିଛନ୍ତି। ଲାଲୁ ତାଙ୍କର ୭୫ତମ ଜନ୍ମଦିନରେ ଆସିଥିବା ଶୁଭେଚ୍ଛାର ଉତ୍ତର ଦେଇ ଏହି ସନ୍ଦେଶ ଜାରି କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, ସେ ସାରା ଜୀବନ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିଛନ୍ତି, ବର୍ତ୍ତମାନ ସମୟ ଆସିଛି ଯେ ଲୋକମାନେ ଜାଗ୍ରତ ହେବା ସହ ଲଢେଇ କରନ୍ତୁ । ଲାଲୁ ପ୍ରସାଦ ଯାଦବ ଆଜି ସୋସିଆଲ ମିଡିଆରେ ଏକ ଧନ୍ୟବାଦ ବାର୍ତ୍ତା ପୋଷ୍ଟ କରିଛନ୍ତି।

Also Read  ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ପୋଲିସ ଡ୍ରାଇଭର

LEAVE A REPLY

Please enter your comment!
Please enter your name here