ଭୁବନେଶ୍ୱର : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଲଗାତର ଭାବେ କିଛି ଦିନ ହେଲା ଏକ ହଜାର ଉପରେ ରହୁଥିଲା କରୋନା । କିନ୍ତୁ ଏହା ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୭୭ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୩୩୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୧୮ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୯୯୨୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
Covid-19 Report For 17th July
New Positive Cases: 816
Of which 0-18 years: 118
In quarantine: 477
Local contacts: 339(Details of local contacts will be shared by concerned District)
1. Angul: 7
2. Balasore: 13
3. Bargarh: 7
4. Bhadrak: 8
5. Balangir: 10
6. Boudh: 11— I & PR Department, Odisha (@IPR_Odisha) July 18, 2022
7. Cuttack: 78
8. Deogarh: 5
9. Dhenkanal: 6
10. Gajapati: 9
11. Jagatsinghpur: 13
12. Jajpur: 26
13. Jharsuguda: 13
14. Kalahandi: 12
15. Kandhamal: 7
16. Kendrapada: 13
17. Keonjhar: 10
18. Khurda: 218
19. Koraput: 3
20. Mayurbhanj: 29
21. Nawarangpur: 7
22. Nayagarh: 26— I & PR Department, Odisha (@IPR_Odisha) July 18, 2022
23. Nuapada: 1
24. Puri: 20
25. Rayagada: 6
26. Sambalpur: 57
27. Sonepur: 14
28. Sundargarh: 141
29. State Pool: 46New recoveries: 600
Cumulative tested: 32370840
Positive: 1299928
Recovered: 1284835
Active cases: 5911— I & PR Department, Odisha (@IPR_Odisha) July 18, 2022