ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ: ବଦଳିଲେ କଟକ, ଭୁବନେଶ୍ୱର ଡିସିପି

0
273
Major changes at the IPS level

ଭୁବନେଶ୍ୱର: ଆଇପିଏସ୍‌ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବଦଳିଛନ୍ତି କଟକ, ଭୁବନେଶ୍ୱର ଡିସିପି । ରାଜଧାନୀ ଭୁବନେଶ୍ୱରର ନୂଆ DCP ହେଲେ ପ୍ରତୀକ୍ ସିଂ । ସେହିଭଳି ପିନାକ ମିଶ୍ରଙ୍କୁ କଟକର ନୂଆ ଡିସିପି ରୂପେ ଦାୟିତ୍ୱ ଦିଆଯାଇଛି । ଏହା ସହିତ ଅରୁଣ ବୋଥ୍ରାଙ୍କୁ ଏଡିଜି କ୍ରାଇମବ୍ରାଞ୍ଚ, ଉମାଶଙ୍କର ଦାଶଙ୍କୁ ଅତିରିକ୍ତ ସିପି(ଭୁବନେଶ୍ବର-କଟକ) ଭାବେ ଦାୟିତ୍ୱ ଦିଆଯାଇଛି । ସନ୍ତୋଷ କୁମାର ଉପାଧ୍ୟାୟା ହେଲେ ହୋମଗାର୍ଡ ଡିଜି । ମନୋଜ କୁମାର ଛାବ୍ରା ହେଲେ ଜେଲ୍ ବିଭାଗ ଡିଜି । ସେଫିନ ଅହମ୍ମଦ ଆଇଜିପି HRPC । ନୀତି ଶେଖର ହେଲେ ପଶ୍ଚିମାଞ୍ଚଳ ଡିଆଇଜି ।

Also Read  ଠକ ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ୯୪୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ମହିଳା ଥାନା ପୋଲିସ