ଏବେ ରବିବାରରେ ବି ଖୋଲିବ ଶ୍ରୀମନ୍ଦିର, ଚତୁର୍ଦ୍ଧା ମୁର୍ତ୍ତିଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

0
954
8-members shreemandir-parikrama-committee-formed

ପୁରୀ: ହଟିଲା କରୋନା କଟକଣା । ଏଣିକି ଭକ୍ତ ମାନଙ୍କ ପାଇଁ ରବିବାର ଖୋଲା ରହିବ ଶ୍ରୀମନ୍ଦିର । ଆସନ୍ତା ମାର୍ଚ୍ଚ ୨୦ ତାରିଖରୁ ରବିବାରରେ ମଧ୍ୟ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁ କରିପାରିବେ ଜଗା ଦର୍ଶନ। ପୁରୀରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକରେ ନିଆଯାଇଛି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସୂଚନାଥାଉକି, କରୋନା କଟକଣା ଯୋଗୁ ପୂର୍ବରୁ ରବିବାରରେ ଶ୍ରୀମନ୍ଦିର ଭକ୍ତମାନଙ୍କ ପାଇଁ ବନ୍ଦ ରହୁଥିଲା ।

Also Read  ବାହୁବଳୀ ନେତା ଆନନ୍ଦ ମୋହନ ଙ୍କ ପରିବାର ହତ୍ୟାର ଶିକାର ହେଇଥିବା ଆଇଏଏସ୍ ଅଧିକାରୀ ଙ୍କ ପତ୍ନୀ ଙ୍କୁ ଭେଟିବାକୁ ଚାହୁଁଛନ୍ତି