ଆସ୍କାରେ ନିର୍ବାଚନ ପରବର୍ତ୍ତୀ ରକ୍ତପାତ: ଜଣେ ମୃତ, ୩ ଗୁରୁତର

0
404
post-election-violence-in-ganjam

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସ୍କାରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଅଭିଯୋଗ ଆନୁସାରେ, ପରାଜିତ ଗୋଷ୍ଠୀର ଆକ୍ରମଣରେ ବିଜୟୀ ଗୋଷ୍ଠୀର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବାବେଳେ ଏକାଧିକ ନିଖୋଜ ଥିବା ଜଣାପଡିଛି । କେନ୍ଦୁପଦର କଲେଜ ନିକଟରେ ସଙ୍ଘବଧ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ତିନି ଆହତ ହୋଇ ଆସିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଲେ କେନ୍ଦୁପଦର ଗ୍ରାମର ବୁଲୁ ସ୍ୱାଇଁ । ନିର୍ବାଚନକୁ ନେଇ ରହିଥିବା ତିକ୍ତତା ଯୋଗୁ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି ।

Also Read  କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦୀପିକାଙ୍କ କ୍ଲାସି ଲୁକ୍, ଫ୍ୟାନ୍ସ କହିଲେ ଏମିତି…