ପାରାଦ୍ୱୀପରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୧୮ ଲକ୍ଷ ଟଙ୍କାର ବିରଳ ମାଛ, ଜାଣନ୍ତୁ ଏହା କେଉଁ ମାଛ..

0
3499
rare fish worth Rs 18 lakh fell into the fishermen's net

ପାରାଦ୍ୱୀପ: ଥରକରେ ଜାଲରେ ପଡିଲା ୧୮ ଲକ୍ଷ ଟଙ୍କାର ମାଛ । ଏହା ଆପଣକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ । ପାରାଦ୍ୱୀପରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୪ ଟି ବିରଳ ତେଲିଆ ବୋରେହି ମାଛ । ପାରାଦୀପ-ଅଠରବାଙ୍କି ବାଲିପ୍ଲଟରେ ଜାଲରେ ପଡ଼ିଥିବା ବିରଳ ମାଛକୁ ୧୮ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି ମତ୍ସ୍ୟଜୀବୀ । ଗୋଟିଏ ମାଛର ଓଜନ ୩୦ କିଲୋଗ୍ରାମ ହୋଇଥିବା ବେଳେ ଅନ୍ୟ ତିନିଟି ୧୪, ୧୭ ଓ ୧୯ କିଲୋଗ୍ରାମ ଓଜନର ଥିଲା । କିଲୋଗ୍ରାମ ପ୍ରତି ୬୧ ହଜାର ଟଙ୍କା ହିସାବରେ ମାଛକୁ ୧୮ ଲକ୍ଷ ୩୦ ହଜାର ଟଙ୍କାରେ କିଣି ନେଇଛନ୍ତି କୋଲକାତାର ଜଣେ ବ୍ୟବସାୟୀ ।

Also Read  Dental student at IMS found hanging in hostel room

LEAVE A REPLY

Please enter your comment!
Please enter your name here