କାଳବୈଶାଖୀ ତାଣ୍ଡବ; କାଳିଜାଈ ଦର୍ଶନ ସାରି ଫେରୁଥିବାବେଳେ ଚିଲିକାରେ ବୁଡିଗଲା ଯାତ୍ରୀବାହୀ ଡ଼ଙ୍ଗା, ୧୧ ଉଦ୍ଧାର ଓ ଜଣେ ନିଖୋଜ

0
256
tourist boat-sank-in-chilika

ଟାଙ୍ଗୀ : ଚିଲିକାରେ କାଳ ବୈଶାଖୀର ତାଣ୍ଡବ। କାଳିଜାଇ ଦର୍ଶନ ସାରି ଫେରୁଥିବା ବେଳେ ବୁଡିଗଲା ଯାତ୍ରୀବାହୀ ଡଙ୍ଗା। ବାଲେଶ୍ୱର ଅଞ୍ଚଳର ୧୨ ଜଣ ପର୍ଯ୍ୟଟକ ଥିଲେ ଡଙ୍ଗାରେ। ୧୧ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ଏବେ ବି ନିଖୋଜ ଅଛନ୍ତି । ଉଦ୍ଧାର ୧୧ ଜଣଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ବାଲୁଗାଁ,ବାଣପୁର ଓ ବଡକୂଳରୁ ସ୍ପିଡ୍‌ ବୋଟ ଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ବର୍ତ୍ତମାନ ସୁଦ୍ଧା ଜଣଙ୍କର କୌଣସି ଖୋଜ ଖବର ମିଳି ପାରୁନାହିଁ । ଘଟଣାସ୍ଥଳରେ ବାଲୁଗାଁ ଓ ବାଣପୁର ପୋଲିସ ପହଁଚିଛନ୍ତି ।

Also Read  Bangladeshi nationals gets passports on submission of fake docs; 24 passports revoked, 5 arrested and 16 still on the run

LEAVE A REPLY

Please enter your comment!
Please enter your name here