ଭୁବନେଶ୍ୱର:ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ସମ୍ପତି ଆଗରେ ଫିକା ପଡିଲା ସମ୍ପର୍କ । ଓଲ୍ଡଟାଉନ ଅଞ୍ଚଳରେ ପୁଣି ବୁଲିଲା ଖଣ୍ଡା। ଦିନ ଦ୍ୱିପହରରେ ଭାଇକୁ ଭାଇର ଆକ୍ରମଣ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ପୋଲିସ ଉପସ୍ଥିତିରେ ବଡ଼ ଭାଇକୁ ଗୋଡେଇ ଗୋଡେଇ ହାଣିଲା ସାନ ଭାଇ। ଏନେଇ ଥାନାରେ ଏତଲା ହୋଇଛି । ଘଟଣାରେ ପୋଲିସ ମାଡ଼ ଖାଇ ନୀରବ ରହିଛି ।
Home ଓଡ଼ିଆ ରେ ପଢନ୍ତୁ ରକ୍ତ ସମ୍ପର୍କରେ ରକ୍ତର ଛିଟା; ଜମିବାଡି ବିବାଦକୁ କେନ୍ଦ୍ର କରି ବଡ଼ ଭାଇକୁ ଗୋଡେଇ ଗୋଡେଇ...

























