ସିଦ୍ଧାର୍ଥ ଙ୍କ ଶେଷ ମ୍ୟୁଜିକ ଭିଡିଓ ”ଅଧୁରା’ ଖୁବ ଶୀଘ୍ର ମୁକ୍ତିଲାଭ କରିବ

0
31

ଅକ୍ଟୋବର ୧୪

ସ୍ବର୍ଗତ ସିଦ୍ଧାର୍ଥ ଶୁକ୍ଳା ଏବଂ ତାଙ୍କ ପ୍ରେମିକା ବୋଲି କୁହାଯାଉଥିବା ଶେହନାଜ ଗିଲ ଙ୍କ ଅଭିନୀତ ଗୋଟିଏ ମ୍ୟୁଜିକ ଭିଡିଓ ଅଧୁରା ରହିଯାଇଛି I ଯାହାର କାର୍ଯ୍ୟ ସିଦ୍ଧାର୍ଥ ମୃତ୍ୟୁ ଯୋଗୁଁ ଅଧା ରେ ରହିଥିଲା I ଯାହା ଏବେ ରିଲିଜ ହେବ ଏବଂ ଭିଡିଓ ଟି ର ନା ରଖାଯାଇଛି ‘ଅଧୁରା’ I
ସା ରେ ଗ ମା ପକ୍ଷରୁ କରାଯାଇଥିବା ଗୋଟିଏ ଟ୍ୱିଟ ରେ କୁହାଯାଇଛି: ‘ଏକ ଅଧୁରା ଗାନା ଏକ ଅଧୁରା କହାନୀ’…ଅଧୁରା ଶୀଘ୍ର ଆସୁଛି I ‘
The tweet also featured a poster, which features a burning candle. The poster reads: “Ek Adhura gaana, ek adhuri kahani…a Sidnaaz song. Releasing soon.”

‘ଅଧୁରା’ ସ୍ବର୍ଗତ ଅଭିନେତା ସିଦ୍ଧାର୍ଥ ଙ୍କ ଉଦ୍ଦେଶ୍ୟରେ ରେ ମୁକ୍ତିଲାଭ କରିବ I ଏହି ଗୀତ ରେ ସିଦ୍ଧାର୍ଥ ଏବଂ ଶେହନାଜ ଗିଲ ଅଭିନୟ କରିଛନ୍ତି I

ଶ୍ରେୟା ଘୋସାଲ ଏବଂ ଆରକୋ ଏହି ଗୀତଟିକୁ କମ୍ପୋଜ କରିଛନ୍ତି I

ଅଧୁରା ସା ରେ ଗା ମା ମ୍ୟୁଜିକ ଏ ୟୁ ଟ୍ୟୁବ ଚାନେଲ ରେ ମୁକ୍ତିଲାଭ କରିବ I

ସିଦ୍ଧାର୍ଥ ‘Babul Ka Aangann Chootey Na’, ‘Dil Se Dil Tak’ and ‘Balika Vadhu’ ପରି କେତେକ ସୋ ପାଇଁ ଘରେ ଘରେ ବେଶ ପରିଚିତ ଥିଲେ I
‘Bigg Boss 13’ ର ବିଜେତା ସିଦ୍ଧାର୍ଥ ମାତ୍ର ୪୦ ବର୍ଷ ବୟଷ ରେ ମୃତ୍ୟୁବରଣ କରିଥିଲେ I

 

LEAVE A REPLY

Please enter your comment!
Please enter your name here