ବ୍ରିଟିଶ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟ କରୋନା ସଂକ୍ରମିତ

0
908
ବ୍ରିଟିଶ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟ କରୋନା ସଂକ୍ରମିତ
ବ୍ରିଟିଶ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟ କରୋନା ସଂକ୍ରମିତ

ଫେବୃଆରୀ ୨୦
ବ୍ରିଟିଶ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟ କରୋନା ସଂକ୍ରମିତ ହେଇଥିବାର ଜଣାଯାଇଛି I

ରାଣୀ ସାମାନ୍ୟ ଥଣ୍ଡା ଭଳି ଲକ୍ଷଣ ଅନୁଭବ କରୁଛନ୍ତି I କିନ୍ତୁ ଆସନ୍ତା ସପ୍ତାହରେ ୱିଣ୍ଡସରରେ ହାଲୁକା କାର୍ଯ୍ୟ କରିପାରିବେ ବୋଲି ଆଶା ରଖିଛନ୍ତି I

Also Read  ପେଗମ୍ବର ମହମ୍ମଦ ବିବାଦ: ହାୱଡାରେ ସୋମବାର ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ