ରାଜ୍ୟରେ ଉପରମୁହାଁ କରୋନା ମିଟର; ଗତ ୨୪ ଘଣ୍ଟାରେ ଆଉ ୨୩୧ଜଣ ସଂକ୍ରମିତ ଚିହ୍ନଟ

0
325
ଓଡ଼ିଶାରେ ୩୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାରେ ୩୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ କରୋନା ମିଟର । ରାଜ୍ୟରେ ପୁଣି ୨୦୦ ଟପିଲା ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଆଉ ୨୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୯୯ ଓ କଟକରୁ ୩୫ ସଂକ୍ରମିତ ରହିଛନ୍ତି। ୧୮ ବର୍ଷରୁ କମ ବୟସ ବର୍ଗରେ ରହିଛନ୍ତି ୩୦ ଜଣ।

ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୩୫କୁ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୯୦ହଜାର ୧୯୨କୁ ବୃଦ୍ଧି ପାଇଛି। ସୁସ୍ଥ ହୋଇଛନ୍ତି ୧୨ଲକ୍ଷ ୭୯ହଜାର ୯୭୮।

Also Read  ଓଡ଼ିଶାରେ ବିଭିନ୍ନ ଜେଲରେ ଥିବା ୪୦୦ ରୁ ଉର୍ଦ୍ଧ୍ବ କଏଦୀଙ୍କ ଦଣ୍ଡ କୋହଳ ହେବ