କୋଏଲ ନଦୀରେ ବୁଡିଗଲେ ୪ ଭାଇ; ୨ ଭାଇ ମୃତ, ୨ ନିଖୋଜ

0
379
On Tuesday night, while taking a bath in the Kuakhai River, two young people drowned
On Tuesday night, while taking a bath in the Kuakhai River, two young people drowned and two others went missing.

ରାଉରକେଲା: କୋଏଲ ନଦୀରେ ବୁଡିଗଲେ ୪ ନାବାଳକ । ପମ୍ପ ହାଉସ ଘାଟରେ ଏପରି ଅଘଟଣ ଘଟିଥିବା ବେଳେ ୪ ନାବାଳକ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି । ଆଜି ୩ଟାରେ ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ଏପରି ଅଘଟଣ । ନଦୀରେ ବୁଡି ଘଟଣାସ୍ଥଳରେ ଦୁଇ ଭାଇଙ୍କର ମୁତ୍ୟୁ ହୋଇଥିବା ବେଳେ ଆଉ ୨ଭାଇ ବର୍ତ୍ତମାନ ନିଖୋଜ ରହିଛନ୍ତି । ମୃତକ ଦୁଇ ଭାଇ ଋଷୀ ସାହୁ(୧୧ ବର୍ଷ) ଏବଂ ଆୟୁସ ସାହୁ (୧୪ ବର୍ଷ) ବୋଲି ଜଣାପଡ଼ିଛି । ଅନ୍ୟପଟେ ନିଖୋଜ ହୋଇଯାଇଥିବା ଭାଇ ହେଲେ କୁନାଲ ସାହୁ (୧୩ ବର୍ଷ) ଏବଂ କୌଶଳ ସାହୁ (୧୭ ବର୍ଷ) । ନିଖୋଜଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମବାହିନୀ ଉଦ୍ୟମ ଜାରି ରଖିଛନ୍ତି ।

Also Read  ଶ୍ରୀନଗର ଏନ୍‌କାଉଣ୍ଟର୍‌ରେ ଖାନ୍‌ମୋହ୍‌ ସରପଞ୍ଚ ହତ୍ୟାକାଣ୍ଡରେ ଜଡ଼ିତ ଥିବା ୩ ଆତଙ୍କବାଦୀ ନିହତ