ଦିନରେ ଖରା..ରାତିରେ ବର୍ଷା: କାଳବୈଶାଖି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା

0
211
Heavy rainfall alert for odisha

ଭୁବନେଶ୍ୱର: ଦିନରେ ସିଝାଇଲା..ରାତି ଅଧରେ ଭିଜାଇଲା । ପ୍ରବଳ ଗ୍ରୀଷ୍ମପ୍ରବାହରୁ ମିଳିଲା ତ୍ରାହି । କାଳବୈଶାଖି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା । ଟ୍ଵିନ ସିଟିରେ ବି ବହୁ ସମୟ ଧରି ଘଡଘଡି ସହ ବର୍ଷା ହୋଇଛି । ଭିଜିଛି ରାଜଧାନୀ ଭୁବନେଶ୍ୱର । ଘଡଘଡି ଓ ପବନ ସହ ବର୍ଷା ହୋଇଛି । ଫଳରେ ଅସହ୍ୟ ଗରମ ଓ ଗୁୁଳୁଗୁଳିରୁ ମୁକ୍ତି ମିଳିଛି । ବର୍ଷା ପବନ ଯୋଗୁଁ କିଛି ସ୍ଥାନରେ ଗଛ ଉପୁଡି ପଡିବା ସହ ବିଦ୍ୟୁତ୍‌ ସରବରାହ ବିଛିନ୍ନ ହୋଇଛି। ଗତକାଲି ରାଜ୍ୟରେ ୧୮ ସହରରେ ପାରଦ ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଥିଲା । ଏଥିରୁ ୫ ସହରରେ ତାପମାତ୍ରା ଥିଲା ୪୩ ଡିଗ୍ରୀ ସେଲସିୟସ୍‌ ଉପରେ ।

Also Read  Sand Sculpture of Radha Krishna By artist Manas Sahu at Puri

LEAVE A REPLY

Please enter your comment!
Please enter your name here