ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୭୯୭ ନୂଆ କୋରୋନା ଆକ୍ରାନ୍ତ

0
121
Corona Positive case in india today

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହ୍ରାସ ପାଇଛି । ଚିହ୍ନଟ ହୋଇଛନ୍ତି ୭୯୭ ନୂଆ ପଜିଟିଭ । ଏମାନଙ୍କ ମଧ୍ୟରେ ୧୩୪ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ। ସଙ୍ଗରୋଧରୁ ୪୬୬ ଓ ସ୍ଥାନୀୟ ଅଞ୍ଚଳରୁ ୩୩୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୭୬, ଖୋର୍ଦ୍ଧାରୁ ୧୧୩, ସମ୍ବଲପୁରରୁ ୬୬, ମୟୂରଭଞ୍ଜରୁ ୬୭, କଟକରୁ ୨୧ , ବରଗଡ଼ରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୁଳରୁ ବାଲେଶ୍ଵରରୁ ୮, ବରଗଡ଼ରୁ ୩୦, ଭଦ୍ରକରୁ ୭, ବଲାଙ୍ଗୀରରୁ ୨୮, ବୈ।ଦ୍ଧରୁ ୩୮ , ଦେବଗଡ଼ରୁ ୯, ଢେଙ୍କାନାଳରୁ ୩ , ଗଜପତିରୁ ୫ , ଜଗତସିଂହପୁରରୁ ୧ , ଯାଜପୁରରୁ ୧୯, ଝାରସୁଗୁଡ଼ାରୁ ୧୯ , କଳାହାଣ୍ଡିରୁ ୩୭ , କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୫ , କେନ୍ଦୁଝରରୁ ୧୩, କୋରାପୁଟରୁ ୪, ନବରଙ୍ଗପୁରରୁ ୨୦, ନୟାଗଡ଼ରୁ ୧୭ , ନୂଆପଡ଼ାରୁ ୧୧ , ପୁରୀରୁ ୧ , ରାୟଗଡ଼ାରୁ ୧୧ , ସୋନପୁରରୁ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୨୭ଟି ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ୬ ହଜାର ୭୩୨ ସକ୍ରିୟ ମାମଲା ରହିଛି।

Also Read  ନିଟ-ପିଜି କାଉନ୍‌ସେଲିଂରେ ବିଳମ୍ବ : ପୁଣି ଡାକ୍ତର-ପୁଲିସ ମୁହାଁମୁହିଁ

LEAVE A REPLY

Please enter your comment!
Please enter your name here