ପୁଣି ଅଶାନ୍ତ ରାଜଧାନୀ; ଅଶୋକନଗର ଅଞ୍ଚଳରୁ ସିକ୍ୟୁରିଟି ଗାର୍ଡଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

0
315
Boy Friend Murders An Odia Girl In Surat For Pressurizing Marriage
Boy Friend Murders An Odia Girl In Surat For Pressurizing Marriage

ଭୁବନେଶ୍ୱର: ରାଜଧାନୀର ଅଶୋକନଗର ଅଞ୍ଚଳରୁ ଏକ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ମୃତ ବ୍ୟକ୍ତି ଅଶୋକ ନଗରରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି । ମୃତ ସିକ୍ୟୁରିଟି ଗାର୍ଡଙ୍କ ନାମ ସନ୍ତୋଷ ରାଉତ ବୋଲି ଜଣାପଡିଛି ।

Also Read  IT and vigilance raid at Khariar DFO's residence