ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

0
212
Odisha CM To Flag Off Baristha Nagarika Tirtha Yatra Train
Odisha CM To Flag Off Baristha Nagarika Tirtha Yatra Train

ଭୁବନେଶ୍ବର: ରାକ୍ଷୀ ପୂର୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କୋଭିଡକୁ ଦୃଷ୍ଟିରେ ରଖି ଗହଳି ନ କରି ଜନସାଧାରଣ ନିରାପଦରେ ରକ୍ଷାବନ୍ଧନ ପର୍ବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଥି ସହିତ ଆସନ୍ତାକାଲି ରକ୍ଷାବନ୍ଧନ ପାଇଁ ନବୀନ ନିବାସକୁ ନ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Also Read  ରାଜ୍ୟରେ ସାଢ଼େ ୩ ହଜାର ଟପିଲା କରୋନା : ଖୋର୍ଦ୍ଧାରେ ସଂକ୍ରମଣ ହଜାରେ ପାର

LEAVE A REPLY

Please enter your comment!
Please enter your name here