ଆରମ୍ଭ ହେଲା ମୈାସୁମୀ ଅଧିବେଶନ, ପ୍ରଥମେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ

0
128

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ପ୍ରଥମ ଦିନରେ ସଂସଦରେ ଉଭୟ ଗୃହର ସଦସ୍ୟମାନେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେବା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ସାଂସଦ ଭୋଟ ଦେଇଛନ୍ତି । ଭୋଟ ସଂଧ୍ୟା ପର୍ଯ୍ୟନ୍ତ ଚାଲିବ ।

ଦ୍ରୈା ପଦୀ ମୁର୍ମୁଙ୍କୁ ସମର୍ଥନ କରୁଥିବା ଦଳଗୁଡିକ:

1. ଭାରତୀୟ ଜନତା ପାର୍ଟି (ବିଜେପି) 2. ଜନତା ଦଳ ୟୁନାଇଟେଡ୍ (JDU) 3. AIADMK 4. ବିଜେଡି 5. ବହୁଜନ ସମାଜ ପାର୍ଟି (ବିଏସପି) 6. YSRCP 7.ADS 8. ଆରଏଲଜେପି 9. ଆସାମ ଗଣ ପରିଷଦ (AGP) 10. (PMK) 11. ନାଗା ପିପୁଲ୍ସ ଫ୍ରଣ୍ଟ (NPF)

12. NPP 13. ଜେଜେପି 14. UPPL 15. MNF 16. NISHAD 17. NDPP 18. AJSU 19. ଲୋକ ଜନଶକ୍ତି ପାର୍ଟି (ରାମ ଭିଲାସ) 20. ମହାରାଷ୍ଟ୍ର ନବନିର୍ମାନ ସେନା (MNS)

Also Read  ରାଜଧାନୀକୁ ପୁଣି ଫେରିଲା କରୋନା କଟକଣା, ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ କଲା ବିଏମସି

LEAVE A REPLY

Please enter your comment!
Please enter your name here