ଗାଧୋଉଥିବା ବେଳେ ମାଆ ସାମ୍ନାରେ ଭାସିଗଲେ ପୁଅ

0
909

ସମ୍ୱଲପୁର: ବୁର୍ଲା ପାଓ୍ୱାର ଚ୍ୟାନେଲରେ ଅଘଟଣ । ମାଆ ସହ ଗାଧୋଉ ଥିବାବେଳେ ଭାସିଗଲେ ନାବାଳକ । ନାବାଳକ ଜଣକ ହେଲେ ଓ୍ୱାନ. ଆର କଲୋନୀର ରୋନକ ପଞ୍ଚବିହାର । ଓ୍ୱାନ୍. ଆର୍ ସ୍ଥିତ ଶିବ ମନ୍ଦିର ଘାଟରେ ଗାଧୋଉ ଥିବାବେଳେ ନାବାଳକ ଜଣକ ଭାସି ଯାଇଛନ୍ତି । ଅସାବଧାନତା କାରଣରୁ ୮ ବର୍ଷୀୟ ରୋନକ ପାଣିରେ ଭାସି ଯାଇଛନ୍ତି । ରୋନକଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ ।

Also Read  କୋଭିଡ ଏବେ ବି ସମ୍ପୂର୍ଣ୍ଣ ଯାଇନି : ଦୀପାବଳିରେ ପ୍ରଦୂଷଣ କମ୍‌ ରହିବା ଦରକାର