ଗାଧୋଉଥିବା ବେଳେ ମାଆ ସାମ୍ନାରେ ଭାସିଗଲେ ପୁଅ

0
819

ସମ୍ୱଲପୁର: ବୁର୍ଲା ପାଓ୍ୱାର ଚ୍ୟାନେଲରେ ଅଘଟଣ । ମାଆ ସହ ଗାଧୋଉ ଥିବାବେଳେ ଭାସିଗଲେ ନାବାଳକ । ନାବାଳକ ଜଣକ ହେଲେ ଓ୍ୱାନ. ଆର କଲୋନୀର ରୋନକ ପଞ୍ଚବିହାର । ଓ୍ୱାନ୍. ଆର୍ ସ୍ଥିତ ଶିବ ମନ୍ଦିର ଘାଟରେ ଗାଧୋଉ ଥିବାବେଳେ ନାବାଳକ ଜଣକ ଭାସି ଯାଇଛନ୍ତି । ଅସାବଧାନତା କାରଣରୁ ୮ ବର୍ଷୀୟ ରୋନକ ପାଣିରେ ଭାସି ଯାଇଛନ୍ତି । ରୋନକଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ ।

Also Read  ରାଜ୍ୟରେ କରୋନା ସ୍ଥିତି ଉପରେ ସମୀକ୍ଷା ବୈଠକରେ ନିଷ୍ପତି: କଲେଜରେ ଦିଆଯିବ କୋଭିଡ-୧୯ ଟିକା