ଗିରଫ ହେଲେ ପୁଣି ଜଣେ ରସିକିଆ ଡାକ୍ତର, ୪ ଜଣଙ୍କୁ ବିବାହ କରିଥିବା ଅଭିଯୋଗ

0
343
Heroin Worth Rs.1439 Crores Seized: Importer Arrested

ଭୁବନେଶ୍ୱର: ଗିରଫ ହେଲେ ଆଉ ଜଣେ ରସିକିଆ ଡାକ୍ତର । ମିଛ ବାହାଘର ଅଭିଯୋଗରେ ଗିରଫ ହେଲେ ଡାକ୍ତର ଆଶିଷ ପଟ୍ଟନାୟକ । ଏକାଧିକ ଝିଅଙ୍କୁ ବିବାହ କରି ଠକିବା ଅଭିଯୋଗରେ ଗିରଫ କଲା ପୋଲିସ । ପାହାଳ ନିକଟସ୍ଥ ଏକ ହସ୍ପିଟାଲରୁ ତାଙ୍କୁ ଗିରଫ କରାଯାଇଛି । ତେବେ ଡାକ୍ତରଙ୍କ ବିରୋଧରେ ମିଛ ବାହାଘର ଯୋଗେ ପତ୍ନୀଙ୍କୁ ଠକିଥିବା ଅଭିଯୋଗ ରହିଛି । ଏବେ ସୁଦ୍ଧା ସେ ୪ ଜଣଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି ।

Also Read  ଓଡ଼ିଶା ଜର୍ଣ୍ଣାଲିଜିମ ଆୱାର୍ଡ- 2021 ପାଇଁ ସମ୍ମାନୀତ ସାମ୍ଵାଦିକମାନଙ୍କ ନାମ ଘୋଷିତ