ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ

0
425
bhubaneswar-mp-aparajita-sarangis-facebook-account-hacked

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ୍‌ ହୋଇଯାଇଛି । ଏନେଇ ସେ ଫେସବୁକକୁ ଚିଠି ଲେଖି ଅବଗତ କରାଇବା ସହ କ୍ରାଇମବ୍ରାଞ୍ଚର ସାଇବର ଥାନାରେ ମାମଲା ରୁଜୁ କରିଛନ୍ତି । କେହି ତାଙ୍କ ଆକାଉଣ୍ଟ ହ୍ୟାକ କରିଥିବା ନେଇ ମାମଲା ରୁଜୁ ହୋଇଛି । ପୂର୍ବରୁ ସାଂସଦଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ହ୍ୟାକ ହୋଇଥିଲା । ଏବେ ଫେସବୁକ ଆକାଉଣ୍ଟକୁ ହ୍ୟାକ କରିଛି ଦୁର୍ବୃତ୍ତ ।

Also Read  ବହୁଚର୍ଚ୍ଚିତ ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲା: ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ନିର୍ଦ୍ଦେଶ