ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ

0
222
bhubaneswar-mp-aparajita-sarangis-facebook-account-hacked

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ୍‌ ହୋଇଯାଇଛି । ଏନେଇ ସେ ଫେସବୁକକୁ ଚିଠି ଲେଖି ଅବଗତ କରାଇବା ସହ କ୍ରାଇମବ୍ରାଞ୍ଚର ସାଇବର ଥାନାରେ ମାମଲା ରୁଜୁ କରିଛନ୍ତି । କେହି ତାଙ୍କ ଆକାଉଣ୍ଟ ହ୍ୟାକ କରିଥିବା ନେଇ ମାମଲା ରୁଜୁ ହୋଇଛି । ପୂର୍ବରୁ ସାଂସଦଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ହ୍ୟାକ ହୋଇଥିଲା । ଏବେ ଫେସବୁକ ଆକାଉଣ୍ଟକୁ ହ୍ୟାକ କରିଛି ଦୁର୍ବୃତ୍ତ ।

Also Read  Health Minister Pradip Amat's residence in Odisha capital gheraoed by agitated MHU attendants

LEAVE A REPLY

Please enter your comment!
Please enter your name here