ଅମାନବୀୟ ସ୍ବାମୀର ବିଭତ୍ସ ହତ୍ୟାକାଣ୍ଡ; ସ୍ତ୍ରୀକୁ ପଥରରେ ଛେଚି କଲା ହତ୍ୟା

0
448
Boy Friend Murders An Odia Girl In Surat For Pressurizing Marriage
Boy Friend Murders An Odia Girl In Surat For Pressurizing Marriage

ମୋହନା: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ଅମାନବୀୟ ଭାବେ ହତ୍ୟା କଲା ନୃଶଂସ ସ୍ଵାମୀ। ଅତି ବୀଭତ୍ସ ଭାବେ ପଥରରେ ଛେଚି ପତ୍ନୀକୁ ହତ୍ୟା କରିଛି ସ୍ୱାମୀ । ଏପରି ହୃଦୟବିଦାରକ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଭାଲିଆଗଣି ଗାଁରେ । ପାରିବାରିକ କଳହରୁ ଏହି ହତ୍ୟା କାଣ୍ଡ ହୋଇଥିବା ସନ୍ଦେହ।ମୃତ ସ୍ତ୍ରୀ ହେଲେ ସୁକାନ୍ତି ନାୟକ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାକାରୀ ସ୍ବାମୀଙ୍କୁ ଅଟକ ରଖିଛି ପୋଲିସ୍‌।

Also Read  Brown Sugar worth nearly 2 Crore seized in Odisha's Balasore District