ଶୃଙ୍ଖଳିତ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ଗୁରୁତ୍ବାରୋପ

0
123
Rath Yatra

ପୁରୀ : ସ୍କନ୍ଧ ପୁରାଣ, ପୁରୁଷୋତ୍ତମ ମାହାତ୍ମ୍ୟ ଓ ରେକର୍ଡ ଅଫ ରାଇଟ ଅନୁସାରେ ମହାପ୍ରଭୁଙ୍କ ପ୍ରଚାର, ପ୍ରସାର ହେଉ। ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା। ଶୃଙ୍ଖଳିତ ରଥଯାତ୍ରା, ସୁରୁଖୁରୁରେ ନୀତି ସମ୍ପାଦନ, ରଥ ଉପରେ ଶ୍ରୀବିଗ୍ରହଙ୍କ ବିନା ବାଧାରେ ଦର୍ଶନ ନେଇ ଗଜପତିଙ୍କ ଗୁରୁତ୍ୱାରୋପ। ଭବିଷ୍ୟତରେ ରଥ ନିର୍ମାଣ କାଠ ସମସ୍ୟା ଦୂରୀକରଣ ପାଇଁ ରାଜ୍ୟ ସରକାର ଓ ଜଙ୍ଗଲ ବିଭାଗ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପକୁ ସୁଚାରୁ ରୂପେ କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ ଦେଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ।

Also Read  ସେଲ୍ଫି ହେଲା କାଳ; ବେଳାଭୂମିରେ ସେଲଫି ନେବା ବେଳେ ଭାସିଗଲେ ପର୍ଯ୍ୟଟକ, ଅଳ୍ପକେ ବଞ୍ଚିଲା ଜୀବନ

LEAVE A REPLY

Please enter your comment!
Please enter your name here